ଦୁବାଇ ଯାଏ ଲମ୍ବିଛି ବ୍ରହ୍ମପୁରର ବେଟିଂ ଦୁନିଆ । ଗୋଟିଏ ପରେ ଗୋଟିଏ ଗିରଫଦାରୀ ଖୋଲୁଛି କଳା ସାମ୍ରାଜ୍ୟର ଗୁମର । କିଙ୍ଗ୍ପିନ୍ ଲାଲୀ ପରେ ଗିରଫ ହୋଇଛି ବୁକି ଅଜୟ । ତେବେ ଏଠି ବଡ଼ ପ୍ରଶ୍ନ ପୋଲିସ କେବଳ ଗିରଫ ଓ କିଛି ଟଙ୍କ ଜବତ କରି ଚୁପ୍ ହୋଇ ବସିପଡ଼ିଛି ...
#ArgusNews #Berhampur #Ipl_Betting
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app