ବିଚ୍ ରାସ୍ତାରେ ହାଇଡ଼୍ରାମା, ସ୍ବାମୀଙ୍କୁ ଚପଲ ମାଡ଼
ହୀରାକୁଦ ଥାନା ଅନ୍ତର୍ଗତ ଭିଏସଏସ କଲୋନୀ ର ପ୍ରାଚୀପଦ୍ମା ପଣ୍ଡା,ଆଜି ହଟାତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଚିତ୍କାର କରି ନିଜ ସ୍ବାମୀଙ୍କୁ ଚପଲରେ ବାଡେଇବା ଆରମ୍ଭ କରିଥିଲେ। କହିଲେ ମୋ ସ୍ବାମୀ ଅଧ୍ୟାପକ ନାଁରେ କଳଙ୍କ...ଅନେକ ଝିଅଙ୍କ ସହ ରଖୁଛି ଅନୈତିକ ସମ୍ପର୍କ..
#ArgusNews #Odisha #Sambalpur #Husband_Wife #Drama