ଏମ୍ସ ଯାଇ ପିପିଲି ନିର୍ବାଚନୀ ହିଂସାରେ ଆହତ କର୍ମୀଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ବିଜେପି କର୍ମୀ ମନୋରଞ୍ଜନ ବରାଳ ଏବଂ ସତ୍ୟବାଦୀ ଚଇନିଙ୍କୁ ଭେଟିଛନ୍ତି । ଉଭୟଙ୍କ ଅବସ୍ଥା ଗମ୍ଭୀର ରହିଛି ...
#ArgusNews #Odisha #BJPBJDFight #SameerMohanty #BJP #PipiliByElection