ଲୁଟ,ଚୋରୀ,ଡକାୟତି,ରାହାଜାନୀ,ଗୁଣ୍ଡାଗର୍ଦ୍ଦି,ମର୍ଡର । ସକ୍ରିୟ ଅପରାଧୀଙ୍କ ଆପରାଧିକ କାର୍ଯ୍ୟକଳାପରେ ଅଣନିଶ୍ୱାସ ହୋଇପଡିଲେଣି ରାଜଧାନୀ ବାସିନ୍ଦା । ରାଜଧାନୀରେ ଏଭଳି ସାଂଘାତିକ ସ୍ଥିତି ଥିବା ବେଳେ ଅଚିନ୍ତା ନିଦ୍ରାରେ ଶୋଇଛି କମିଶନରେଟ ପୋଲିସ ....
#ArgusNews #Odisha #Chain_Loot #Bhubaneswar