#ଦୁର୍ବଳ_ନଦୀ_ବନ୍ଧ_ଆଗକୁ_ବର୍ଷା_ଦିନ !
ବସ୍ତା ବ୍ଲକରେ ଅନେକ ଧନ ଜୀବନ ନଷ୍ଟ କରିଛି ଜଳକା ନଦୀ । ଦୀର୍ଘ ବର୍ଷ ହେଲାଣି ନନ୍ଦୀ ବନ୍ଧ ଦୁର୍ବଳ ଅବସ୍ଥାରେ... ମରାମତି ପାଇଁ ଦାବି ହେଉଥିଲେ ବି ଦୁଇ ଝୁଡି ମାଟି ଓ ମୋରମ ପକାଇ କାମ ସାରିଦେଉଛି ବିଭାଗ....
#ArgusNews #Odisha #Weak_River_embankment #Demand_Repair #Balasore #Basta