ଗୀତଗୋବିନ୍ଦର ରଚୟିତା କବି ଜୟଦେବ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କେନ୍ଦୁବିଲ୍ଵରେ ରହିଛି ତାଙ୍କରି ସ୍ମୃତି ବହନ କରୁଥିବା ଜନ୍ମ ପୀଠ ଜୟଦେବ ପୀଠ। କିନ୍ତୁ ତାହା ଏବେ ଭଗ୍ନ ଅବସ୍ଥାରେ ରହିଛି । ଫନି ବାତ୍ୟା ପରଠୁ ପୀଠ ଜରାଜୀର୍ଣ୍ଣ ହୋଇପଡ଼ିଥିବା ବେଳେ ତାକୁ ସଜାଡ଼ିବାକୁ ଜିଲ୍ଲା ପ୍ରଶାସନର ଆଗ୍ରହ ଦେଖାଉନାହିଁ ।
#Niali #Jayadev #GitaGobinda #JayadevPitha #Kenduvilwa