ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି । କେତେବେଳେ ଅନଲାଇନରେ ଲଟେରୀ ଲାଗିବା ତ କେତେବେଳେ କୌନ ବନେଗା କରୋଡପତିର ଅର୍ଥ ପାଇବାକୁ କହି ଲୋକଙ୍କୁ ଠକୁଛନ୍ତି ସାଇବର୍ ଲୁଟେରା । ଝାରସୁଗୁଡାରେ ଅନଲାଇନରେ ଲଟେରୀ କଥା କହି 36 ହଜାର ଟଙ୍କା ଠକି ନେବା ଘଟଣାରେ ଧରାପଡିଛନ୍ତି 3 ସାଇବର ଲୁଟେରା...
#ArgusNews #Odisha #Jharsuguda #CyberFraud #lotteryscam