ଆଜି ମହାମାୟାଙ୍କ ମହାଷ୍ଟମୀ। ପୂଜା ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ସାମାନ୍ୟ ଫିକା ପଡ଼ିଥିଲେ ବି ରୀତିନୀତି ଅନୁଯାୟୀ ଚାଲିଛି ଦେବୀ ଦଶଭୂଜାଙ୍କ ଆରାଧନା ...ଭୁବନେଶ୍ବରରେ ମଣ୍ଡପ ଗୁଡ଼ିକ ସାଜ୍ଜସଜ୍ଜା ସହିତ ପୂଜାର୍ଚ୍ଚନା ଚାଲିଛି ...
#ArgusNews #Bhubaneswar #DurgaPuja
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2