କାଲିଠୁ ଖୋଲିବ ଶ୍ରୀମନ୍ଦିର । 9 ମାସ ପରେ ଭକ୍ତଙ୍କୁ ଦର୍ଶନ ଦେବ ଭାବ ବିନୋଦିଆ । କୋରୋନା ପାଇଁ ଜଗା ଦୁଆରକୁ ବାରଣ ଥିବାବେଳେ କାଲିଠୁ ଖୋଲିବାକୁ ଯାଉଛି ପୁରୀ ଶ୍ରୀମନ୍ଦିର । ପ୍ରଥମେ ସେବାୟତ ପରିବାରକୁ ଅନୁମତି । 26ରୁ ପୁରୀବାସୀ ଓ ଜାନୁୟାରୀ 3ରୁ ସର୍ବସାଧାରଣ କରିପାରିବେ କାଳିଆର ଦର୍ଶନ ...
#ArgusNews #Puri #JagannathTemple #Temple_Reopen
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app