କଟକରେ ପୁଣି ଥରେ ଧଳାଜହର ଜବତ । କଟକ ମର୍କତନଗର ପୋଲିସ 110 ଗ୍ରାମ ବ୍ରାଉନସୁଗର ଜବତ କରିବା ସହିତ ଦୁଇ ଜଣକୁ ଗିରଫ କରିଛି । ଜଗତସିଂହପୁର ଅଂଚଳର ମନୋଜ ସାହୁ ନିୟମିତ ବ୍ରାଉନ ସୁଗର ଯୋଗାଉଥିବା ଖବର ପାଇ ପୋଲିସ ସ୍ବତନ୍ତ୍ର ଟିମ ଚଢାଉ କରିଥିଲା ...
#ArgusNews #Cuttack #Seized #BrownsugarSeized