ରାତି ପାହିଲେ ଦିଆଯିବ କରୋନା ଟିକା । ଏଥିପାଇଁ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି । ଉଭୟ କଟକ ଓ ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସବୁ ଟିକାକରଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ବିଭାଗର ସଜାଗ ଦେଖିବାକୁ ମିଳିଛି ଦେଖିବା ଏହି ରିପୋର୍ଟ......
#ArgusNews #Odisha #Corona_Vaccine #Vaccination