ମାତିଛନ୍ତି ମାଫିଆ, ଲୁଟ ହେଉଛି ରାଜସ୍ବ
ପ୍ରଶାସନର ଛତ୍ରଛାୟାରେ ଚାଲିଛି ବେଧଡକ ମାଟି ଚାଲାଣ । ଦୈନିକ ଶହ ଶହ ଟ୍ରିପ ମାଟି ଚାଲାଣ କରି ମାଲେମାଲ ହେଉଛନ୍ତି ମାଫିଆ । ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ସରକାରୀ ଅଧିକାରୀ ଏବଂ ମାଫିଆଙ୍କ ମିଲିଭଗତରେ ବେଆଇନ ମାଟି ଚାଲାଣ ହେଉଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ...
#ArgusNews #Odisha #Bhadrak #Soil