ଖୋର୍ଦ୍ଧା ବନଖଣ୍ଡ ଅଧୀନସ୍ଥ ଧଉଳିମୁଁହ ଗ୍ରାମପଞ୍ଚାୟତର ଦୁର୍ଗାପୁର ଗ୍ରାମରେ ହାତୀ ଆତଙ୍କ। ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ମହିଳାଙ୍କ ନାମ ମଞ୍ଜୁଲତା ବେହେରା ...
#ArgusNews #Khordha #Odisha #ElephantAttack #ElephantTerror