କୋର୍ଟରେ ହେବ କୋଟିଆ ବିବାଦର ସମାଧାନ । ଓଡିଶା ମାଟିରେ ଆନ୍ଧ୍ରର ନିର୍ବାଚନ ଯୋଜନାରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟର କବାଟ ବାଡେଇବେ ରାଜ୍ୟ ସରକାର । ଏ ନେଇ ଆଇନ ବିଭାଗ ପ୍ରକିୟା ଆରମ୍ଭ କରିଥିବା ବେଳେ ସରକାରଙ୍କ ବିଳମ୍ୱିତ ପଦକ୍ଷେପକୁ ନେଇ ପୁଣି ବର୍ଷିଛନ୍ତି ବିରୋଧୀ । ଆଜି ବିଜେପିର ଏକ ଟିମ କୋଟିଆ ଅଭିମୁଖେ ବାହାରିଛନ୍ତି.....
#ArgusNews #Odisha #Kotia #Election #Supreme_Court