ଅମାନିଆ ହେଲେ ଲକଡାଉନ ଓ ସଟଡାଉନ ଦୂର ନୁହେଁ । ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ତାଗିଦ । ସେପଟେ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ସହ ବଢ଼ୁଛି ମୃତ୍ୟୁ ସଂଖ୍ୟା । ସେପଟେ ମେ ମଧ୍ୟଭାଗର ସ୍ଥିତିକୁ ନେଇ ଆସିଲା ବଡ଼ ଆକଳନ । ମେ 15 ବେଳକୁ ପିକରେ ରହିପାରେ କରୋନା । ଭୟଭୀତ ନ ହେବାକୁ ବିଶେଷଜ୍ଞଙ୍କ ପରାମର୍ଶ....
#ArgusNews #Odisha #Covid19 #Corona_Death #Shutdown #Lockdown #MaskPehenLoIndia #MaskUpIndia