ମୁଁ କିଛି ଅପମାନସୂଚକ କଥା କହିନାହିଁ.......ଯାହା ଦଳର ଆଭିମୁଖ୍ୟ ତାହା ହିଁ କହିଛି....ସତ କେବେ ଲୁଚି ରହିବନି ବୋଲି କହି ପୁଣି ଦମ୍ଭୋକ୍ତି ମାରିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ.....ସର୍ବସମ୍ମୁଖରେ ମୃତ୍ୟୁକୁ ଭଗବାନଙ୍କ ସୁଯୋଗ ବୋଲି କହି ବିବାଦକୁ ଆସିଥିବା ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ସଫେଇ ଦେବାକୁ ଯାଇ ଖୋଲି ଦେଇଛନ୍ତି ବଡ ଗୁମର.....
#ArgusNews #Balasore #By_Election #RanendraPratapSwain
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2