ଗୋଟିଏ ଝିଅର ସଂଘର୍ଷର କାହାଣୀ । ଡାକ୍ତର ହେବାର ସ୍ୱପ୍ନ । ଆଉ ତାକୁ ପୁରଣ କରିବାର ଦୃଢ ମନୋବଳର କାହାଣୀ । ପରିବାରର ଆର୍ଥିକ ଦୁର୍ବଳତା, ସାଜିପାରିନି ସଫଳତା ରାସ୍ତାରେ ବାଧକ......
#ArgusNews #Odisha #Mayurbhanj #Medical_Student
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app