ବିଭିନ୍ନ କେନ୍ଦ୍ର ଯୋଜନାକୁ ହଇଜାକ କରି ନିଜସ୍ୱ ଯୋଜନା ଭାବେ ରାଜ୍ୟ ସରକାର ଲୋକମାନଙ୍କୁ ଭ୍ରମିତ କରୁଥିବା ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି... ଏହି ନେଇ ଭଦ୍ରକ ବିଜେପିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି...
#ArgusNews #Odisha #Bhadrak #Press_Meet #BJP