ଗାଁରେ ଅଛି ଏକ ବହୁ ପୁରାତନ ମଠ । ବିବାହ ବ୍ରତ ଓ ନିର୍ବନ୍ଧ ସାଙ୍ଗକୁ ଅନ୍ୟାନ କାମ ପାଇଁ ଗ୍ରାମବାସୀ ଏଠାକୁ ଆସିଥାନ୍ତି । ଏହି ସ୍ଥାନ ଏସବୁ କାମ ପାଇଁ ଲୋକଙ୍କ ଏକମାତ୍ର ଶ୍ରେଷ୍ଠ ସ୍ଥଳ ଥିବା ସତ୍ୱେ ଏହା ଥିଲା ଅସଜଡ଼ା । ତେବେ ଗାଁର ଜଣେ ଇଂଜିନିୟରିଂ ଛାତ୍ର ଓ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ଏହାର ରୂପ ବଦଳାଇଦେଲେ । ଏବେ ଏହା ଏକ ପରିବେଶ ପର୍ଯ୍ୟଟନର ରୂପ ନେଇଛି...
#ArgusNews #Odisha #Khordha #Begunia #Good_News #Eco_Tourism