ଗୋଟା ବାଉଁଶର ଦାମ 48 ହଜାର ଟଙ୍କା । ଆଉ କେଉଁ ଦେଶରେ ନୁହେଁ ଆମ ଓଡ଼ିଶାରେ ରହିଛି ଏଭଳି ବାଉଁଶ । ତେବେ ଏହି ବାଉଁଶ ବଲାଙ୍ଗୀର ଜିଲ୍ଲାରେ ଗତବର୍ଷ ଜୁନ ମାସରେ ଆବିର୍ଭାବ ହୋଇଥିଲା । ସୂଚନା ଅଧିକାର ଆଇନ ବଳରେ ଏଭଳି ପ୍ରଜାତି କଥା ସାମ୍ନାକୁ ଆସିଛି । ଦେଖିବା ବଲାଙ୍ଗୀରରୁ ଏ ରିପୋର୍ଟ ...
#ArgusNews #Odisha #Bolangir #Bamboo
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app