ରାସ୍ତାର ଚିହ୍ନବର୍ଣ୍ଣ ନାହିଁ, କିନ୍ତୁ ଲକ୍ଷାଧିକ ଟଙ୍କା ହଡପ । ମନରେଗା ଯୋଜନାରେ କାମ କରାଯାଇଥିବା ଦର୍ଶାଇ ଚଳୁ ହୋଇଛି ଟଙ୍କା । କେବଳ ମଜୁରୀ ବାବଦରୁ 4ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚଳୁ । କିଏ ଖାଇଲା ରାସ୍ତା ଟଙ୍କା ତାହା ଏବେ ବଡ ପ୍ରଶ୍ନ....
#ArgusNews #Odisha #Jajpur #Dharmasala #Road_Problem