ଅନ୍ଧ ବିଶ୍ବାସର ଅନ୍ଧ ଗଳିରେ ମଣିଷ I ବଞ୍ଚି ଥାଉ ଥାଉ କଲେ ଶୁଦ୍ଧିକ୍ରିୟା I ରୋଗ ପାଇଁ ପରିବାର ବାସନ୍ଦ
ଗ୍ରାମବାସୀଙ୍କୁ ଭୋଜି ପରେ ଉଠିଲା ବାସନ୍ଦ I ଆଧୁନିକତାର ଏ ସାମ୍ପ୍ରତିକ ସମାଜରେ ଆଜି ବି ବଞ୍ଚିରହିଛି ଅନ୍ଧବିଶ୍ୱାସ । ଯାହାର ନିଚ୍ଛକ ଓ ଭୟାନକ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗ୍ରାମର କଥା ....
#ArgusNews #Odisha #disease
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app