ବିବାଦୀୟ ତହସିଲଦାରଙ୍କୁ ରାତିଅଧିଆ ବଦଳି । ଯାଜପୁର ଜିଲ୍ଲାର ତିନି ତହସିଲଦାରଙ୍କୁ ବଦଳି କରାଯାଇଛି । ବିଂଝାରପୁର,ଧର୍ମଶାଳା ଓ ଦର୍ପଣ ତହସିଲଦାରଙ୍କୁ ବଦଳି କରାଯାଇଛି । ତିନୋଟି ତହସିଲର ତହସିଲଦାରଙ୍କୁ ରାତି ଅଧିଆ ବଦଳି କରାଯାଇଛି...
#ArgusNews #Odisha #Jajpur #Dharmashala #Tahsil #Tahsildar