ବୟସର ଶେଷ ପାହାଚରେ ବି ସେ ସ୍ବାଭିମାନି । ନିଜ ପେଟ ପୋଷିବା ପାଇଁ କାହା ଆଗରେ ହାତ ପାତି ନାହାନ୍ତି । ଶୋଲା ମଟର ବିକି ନିଜ ପେଟ ପୋଷୁଛନ୍ତି । ସରକାରୀ ସହାୟତାରେ ଚଳିବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା । ଯାହା ପାଇଁ ସେ ବ୍ୟବସାୟ କରୁଛନ୍ତି....
#ArgusNews #Odisha #Cuttack #Mahanga #Swabhimani