ଆଗରୁ ହାତରେ ଥିଲା କମ୍ପାସ, କାନ୍ଧରେ ଥିଲା ଡ୍ରଇଂ ସିଟ କଣ୍ଟେନର । କିନ୍ତୁ ଆଜି ହାତରେ ପେନସିଲ ଆଉ କାଗଜ । ଯେଉଁ ହାତ ଦିନେ ବୃହତ ପ୍ରକଳ୍ପ ନିର୍ମାଣର ନକ୍ସା ଆଙ୍କୁଥିଲା... ସେହି ହାତ ଆଜି ସାମାନ୍ୟ ଚିତ୍ରରେ ସମ୍ବେଦନ ପ୍ରସଙ୍ଗକୁ ଉତଥାପନ କରୁଛି । ଆମେ କହୁଛୁ, ଦେବାଶିଷ ସିଂଙ୍କ କଥା । ଯାହାଙ୍କ ପେନସିଲ ଚାଲିଲେ, ସ୍ମୃତି ପଟରେ ଆପେ ଉଦଭାସିତ ହୁଏ ଅନେକ ଅଭୁଲା ଅତୀତ.....
#ArgusNews #Odisha #Bhubneswar #Cortoonist