ଆସିଲା ବିହାରର ବିଧାନସଭା ନିର୍ବାଚନ ଫଳାଫଳ । ଯେଉଁଠି ଏନଡିଏ ମାରିଛି ମାଜିମାତ । ବିହାରର ବିଶ୍ୱାସ ଜିତିଛି ‘ଏନଡିଏ’ । ବିଜେପିକୁ 74ଟି ଆସନ ମିଳିଥିବା ବେଳେ ଜେଡିୟୁକୁ ମିଳିଛି 43 ଆସନ । କିନ୍ତୁ ଲିଭିଛି ତେଜସ୍ୱୀଙ୍କ ଲଣ୍ଠନ । ଥମିଯାଇଛି କଂଗ୍ରେସର ହାତ.....
#ArgusNews #Bihar #Election_Result
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2