ସହର ରେ ମାସ୍କ ଚେକିଂ , ହେଲେମେଟ ଚେକିଂ କରି ରାଜସ୍ୱ ଅଦାୟରେ ବ୍ୟସ୍ତ ପ୍ରଶାସନିକ ଅଧିକାରୀ। କୋଭିଡ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଶାନ୍ତି ମେମୋରିଆଲ କୁ ଅନୁକମ୍ପା...ଅନ୍ୟପଟେ ଚିକିତ୍ସା ନକରି ଫେରାଇ ଦଉଛି ଶାନ୍ତି ମେମୋରିଆଲ
#ArgusNews #Odisha #covid19 #Mask_Checking #Govt_employee