ରାଜ୍ୟରେ ଶୀତ ଲହରୀ ଜାରି ରହିଥିବାବେଳେ ଆହୁରି 3ଦିନ ଥରାଇବ ଜାଡ । ପାଗ ଶୁଖିଲା ରହିଲେ ବି ଉପକୂଳବର୍ତ୍ତୀ ଜିଲ୍ଲାରେ ରାତ୍ରି ତାପମାତ୍ରା 3ରୁ 4 ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି 5 ଜିଲ୍ଲାକୁ ଅରେଞ୍ଜ ଓ 10 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ...
#ArgusNews #Weather #Winter