କୁନି ଯୋଗ ଗୁରୁଙ୍କ ବିସ୍ମୟ ଯୋଗକଳା
କମ ବୟସରେ ୫୦ ପ୍ରକାର ଯୋଗାସନ କରି ସମସ୍ତଙ୍କୁ ଚକିତ କରିଛନ୍ତି ୬ ବର୍ଷର ବାଳକ ସାଇପ୍ରକାଶ । ଟିଭି ଓ ୟୁଟୁବରୁ ଦେଖି ସେ ବିନା ଗୁରୁରେ ଭଳିକି ଭଳି ଯୋଗାଭ୍ୟାସ ଆୟତ୍ତ କରିପାରିଛନ୍ତି । କେବଳ ସେତିକି ନୁହଁ ଏବେ ଏହି ବିସ୍ମୟ କୁନି ବାଳକ ଯୋଗଗୁରୁ ସାଜି ଗାଁରେ ଆରମ୍ଭ କରିଛନ୍ତି ଯୋଗ ତାଲିମ...