କଟକ ଜିଲା ବିଡାନାସୀ ଦେଉଳ ସାହି ଦେବୀ ଘର ନିକଟରୁ ବ୍ରାଉନସୁଗାର ଜବତ । ପ୍ରାୟ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷଟଙ୍କା ହେବ ବୋଲି ସୂଚନା ମିଳିଛି .....
#ArgusNews #Cuttack #BrownSugar_Seized #BrownSugar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app