ଭୋଟ ନାହିଁ ତ ରିଲିଫ ନାହିଁ....ଭୋଟ ଦେଇଥିଲେ ପାଣି ବୋତଲ, ଭୋଟ ଦେଇନଥିଲେ ପାଣି ପାଉଚ । ଏପରି ଆଧାରରେ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ବଣ୍ଚା ଯାଉଛି ରିଲିଫ ସାମଗ୍ରୀ....ବନ୍ୟାର 5 ଦିନ ପରେ ଏବେ ବି ଲୋକେ ଜଳବନ୍ଧୀରେ ଥିଲେ ମଧ୍ୟ ସେମାନଙ୍କ ନିକଟରେ ରିଲିଫ ସାମଗ୍ରୀ ପହଁଚିପାରିନାହିଁ । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ...
#ArgusNews #Puri #Kanasa #Relief_Issue #PradiptaNaik #BJP