ଧରାପଡିଲା ରାଉରକେଲା ତହସିଲଦାରଙ୍କ ଜମି କେଳେଙ୍କାରୀ
ରାଉରକେଲା ପୂର୍ବତନ ତହସିଲଦାର ମାନସ ସାହୁଙ୍କ ଜମି ଦୁର୍ନୀତି ଘଟଣା। କୋଟି କୋଟି ଟଙ୍କାର ସରକାରୀ ଜମିକୁ ଟେକି ଦେଇଥିଲେ ଅଣଓଡ଼ିଆ ବ୍ୟବସାୟୀଙ୍କ ହାତକୁ। ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଘଟଣାର ଆରମ୍ଭ ହେଲା ଆରିଡିସି ଏବଂ ଭିଜିଲାନ୍ସ ସ୍ଥାରୀୟ ତଦନ୍ତ । ଖୁବ ଶୀଘ୍ର ବନ୍ଧା ହେବେ ମାନସ ସାହୁ.....
#ArgusNews #Odisha #Sundergarh #LandScam
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍