ଘୋଷଣା କରିବାରେ ପଇସା ପଡୁନି...ଦୀର୍ଘ 20 ବର୍ଷ ହେବ କୌଣସି ଯୋଜନା କାର୍ଯ୍ୟକାରୀ ହେଉନାହିଁ....ରାଉରକେଲାରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଶୁଭ ଦେବା ପ୍ରସଙ୍ଗକୁ ନେଇ ଏମିତି କିଛି କହିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର....
#ArgusNews #Odisha #Sundargarh #Rourkela #Project #BJP