ନାରୀ ଆଉ ପରିବାରର ଚାରିକାନ୍ଥ ଚୌହଦୀ ଭିତରେ ନିଜକୁ ସୀମିତ ରଖିନାହାନ୍ତି ସେ । ନିଜକୁ କରିଛନ୍ତି ସ୍ୱାବଲମ୍ୱୀ । ଏଭଳି ଜଣେ ମହିଳା ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଗଡବାନ୍ଧଗୋଡା ଗ୍ରାମର କଳ୍ପନା ବିଶ୍ୱାଳ। ଯିଏକି ନିଜେ ଏକ ଛତୁଆ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରି ଅନ୍ୟ ୧୫ ଜଣ ମହିଳାଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି....
#ArgusNews #Odisha #Keonjhar #Ghashipura #Shishu_Khaya_Udyogo #GoodNews