ଦିବ୍ୟାଙ୍ଗ ଅଟୋ ଚାଳକଙ୍କ ଉପରେ ଜୁଲମ । ଫାଇନାନ୍ସ କମ୍ପାନୀ ଅଟୋଚାଳକଙ୍କ ଉପରେ କରିଛି ଅକଥନୀୟ ଅତ୍ୟାଚାର । ଭୁବନେଶ୍ବରରୁ ଆସିଛି ଏଭଳି ଏକ ଅଭିଯୋଗ । କରୋନା ସମୟରେ ଅର୍ଥ ଅଭାବରୁ କିସ୍ତି ସୁଝିପାରିଲେନି ବୋଲି ତାଙ୍କ ଅଟୋ ଫାଇନାନ୍ସ କମ୍ପାନୀ ଛଡାଇ ନେଇଥିବା ସେ କହିଛନ୍ତି....
#ArgusNews #Odisha #Bhubaneswar #Auto_Driver #Finance_Company