ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବରପଦା ସମବାୟ ସମିତିର ଧାନ ବିକ୍ରିରେ ଟୋକନ୍ ସମସ୍ୟା । ୫୦ ଜଣ ଚାଷୀ ମୋବାଇଲକୁ ଆସିଛି ...ମେସେଜ ସମବାୟ ସମିତିରୁ ମିଳୁନାହିଁ ... ଫଳରେ ଦେଖାଯାଇଛି ଚାଷୀ ଅସନ୍ତୋଷ
#ArgusNews #Angul #Chendipada #DhanaMandi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app