1999 ମସିହା ଜାନୁଆରୀ 9 ତାରିଖ ଅର୍ଥାତ 22 ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି ଘଟାଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାର ଏବଂ ସିବିଆଇର ସତ୍ୟପାଠ ପରେ ହାଇକୋର୍ଟ ଏହି ମାମଲାର ପରିସମାପ୍ତି ଘଟାଇଛନ୍ତି ....
#ArgusNews #Odisha #Highcourt #AnjanamishraCaseClosed
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app