ପୁଣି କାଳିଆ କନଫ୍ୟୁଜନ । ଦ୍ବନ୍ଦ୍ବରେ ଚାଷୀ । ସରକାରଙ୍କ ଅସ୍ପଷ୍ଟ ଆଭିମୁଖ୍ୟ ପାଇଁ ଅଡୁଆରେ ଚାଷୀ । ତୃତୀୟ କିସ୍ତି ଦେବାକୁ ସରକାରଙ୍କୁ ଲାଗିଲା ଦେଢବର୍ଷ । କିନ୍ତୁ ତା ପରେ ବି ଦ୍ବନ୍ଦ୍ବ । ସରକାର କହୁଛନ୍ତି 53 ଲକ୍ଷ ଚାଷୀଙ୍କୁ ଦିଆଯାଇଛି । ବିଜେପିର ପ୍ରଶ୍ନ ଯଦି 53 ଲକ୍ଷ ଚାଷୀଙ୍କୁ ଦେଇଛ ତେବେ କେନ୍ଦ୍ରକୁ ତାଲିକା କାହିଁକି ଦେଇନ ....
#ArgusNews #Odisha #KaliaConfusion #GovtYojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app