ଢେଙ୍କାନାଳର ବିଭିନ୍ନ ଜାଗାରେ ବିପର୍ଯ୍ୟସ୍ତ ସଫେଇ ବ୍ୟବସ୍ଥା । ଗଳି କନ୍ଦିରେ ଭର୍ତ୍ତି କୁଢ଼ କୁଢ଼ ଅଳିଆ । ଯାହାକୁ ନେଇ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ଅଞ୍ଚଳ । ଦୁଇଟି ଡଷ୍ଟବିନ ଜାଗାରେ କୋଉଠି ଗୋଟିଏ ଗାୟବ ତ ଆଉ କୋଉଠି ଡଷ୍ଟବିନର ନାହିଁ ଖୋଳ ....
#ArgusNews #Dhenkanal #Abarjana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app