ଓଡ଼ିଶା ଅନଲକ-5 ଗାଇଡଲାଇନ ଜାରି । କେନ୍ଦ୍ର ସରକାର ଅନଲକ ପ୍ରକ୍ରିୟା ଜାରି କରିବାର ଗୋଟିଏ ଦିନ ପରେ ଗୁରବାର ରାଜ୍ୟ ସରକାର ଅନଲକ୍ 5ର ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଗାଇଡଲାଇନ୍ ଅନୁସାରେ ରାଜ୍ୟରେ ପୂର୍ବଭଳି ଅନେକ ଗୁଡିଏ କଟକଣା ବଳବତ୍ତର ରହିଛି ....
#ArgusNews #Odisha #Unlock5 #Guideline