#ସ୍ମାର୍ଟ_ସିଟିରେ_ଉତ୍କଟ_ଜଳ_ସମସ୍ୟା !
ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ କାମ କରୁଛି ରାଜ୍ୟ ସରକାରଙ୍କ ସ୍ଵଜଳ ଧାରା ଯୋଜନା । ଯେଉଁ ଯୋଜନାରେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ । ଲକ୍ଷ ଲକ୍ଷ ଟଙ୍କାର ଜଳ ପ୍ରକଳ୍ପ ଥାଇ ବି ଲୋକଙ୍କୁ ମିଳୁନି ପାଣି...
#ArgusNews #Odisha #NewsChannel #ArgusNewsTV #Satelite #Bhubaneswar #Water_Problem #Swajala_Dhara_Yojana