RT-PCR negative report or vaccination certificate mandatory to enter Bhubaneswar
ବାଲେଶ୍ୱର ନୀଳଗିରି ପ୍ରହଲ୍ଲାଦ ନୋଡାଲ ଉପ୍ରା ବିଦ୍ୟାଳୟରେ ଶିଶୁଙ୍କୁ ପୋକରା ଚାଉଳ ଦେବା ଘଟଣା । ଅଭିଯୋଗ ନେଇ ଅର୍ଗସରେ ଖବର ପ୍ରସାରଣ ପରେ ପ୍ରଧାନ ଶିକ୍ଷକ ସନ୍ତୋଷ ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଥିଲେ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ଗୋଛାୟତ। । ନୋଟିସରେ ଦୋଷ ସ୍ୱୀକାର କରିଛନ୍ତି ପ୍ରଧାନ ଶିକ୍ଷକ। କିନ୍ତୁ ଏପର୍ଯ୍ୟନ୍ତ ହୋଇନି କୌଣସି କାର୍ଯ୍ୟାନୁଷ୍ଠାନ.....
#ArgusNews #Odisha #Balasore #Pokra_Rice #School