କେବେ ଶିମିଳିପାଳ ଫେରିବ ବାଘୁଣୀ ସୁନ୍ଦରୀ ଦାୟିତ୍ୱରେ ଥିବା କୁମକୀ ହାତୀ । ନରହନ୍ତା ବାଘୁଣୀର ସୁରକ୍ଷା ପାଇଁ ଶିମିଳିପାଳରୁ ସାତକୋଶିଆ ଯାଇଥିଲା ଏହି ଦୁଇ ହାତୀ । ଏବେ ସୁନ୍ଦରୀ କାହ୍ନା ଅଭୟାରଣ୍ୟ ଫେରିଯାଇଥିବା ବେଳେ ହାତୀକୁ ଫେରାଇବା ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବେଶବିତ୍....
#ArgusNews #Odisha #Mayurbhanja #Elephant