#ସରକାରଙ୍କ_ପାରିବାପଣିଆକୁ_ନେଇ_ଉଠିଲା_ପ୍ରଶ୍ନ !
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ଦୈନିକ 10 ହଜାରରୁ ଅଧିକ ସଂକ୍ରମିତ ରୋଗୀ ବାହାରୁଛନ୍ତି । ପ୍ରବାସୀମାନେ ମଧ୍ୟ ପହଂଚି ସାରିଲେଣି । ଏପରି ସ୍ଥିତିରେ ଗତଥର କୋଭିଡ କାଳରେ ଥିବା ଟିଏମସି ଏଥର କାହିଁକି ନାହିଁ ?...
#ArgusNews #Odisha #NewsChannel #ArgusNewsTV #Satelite #BJP #PressMeet #SameerMohanty #Covid_Management #Odisha_Govt