ନବୀନ ନିବାସ ଚାରି ଥର ଯାଇଛି ...ସଚିବାଳୟ ବି ଯାଇ ମନ୍ତ୍ରୀ ଓ ସଚିବଙ୍କୁ ଦେଖା କରିଛି ହେଲେ ନ୍ୟାୟ ମିଳୁନି ...ଟଙ୍କା ଦେଇ ପାରିଲିନି ବୋଲି ଚାକିରୀ ଗଲା ...ନ୍ୟାୟ ପାଇଁ ଏଜି ଛକରେ ବସିଥିବା ବେଳେ ଉଠାଇନେଲା ମହିଳା ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳଙ୍କୁ ....
#ArgusNews #Teacher_On_Road #Bhubaneswar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app