୨୬ ଜଣ ଯାତ୍ରୀ ଆହତ, ଜଣେ ମୃତ
ଅଦିନରେ ହେଉଥିବା ପନିପରିବା ଚାଷ ଟିକେ ଭଲ ଦାମରେ ବିକ୍ରି ହୋଇଥାଏ । ଏହି କଥାକୁ ଦୃଷ୍ଟିରେ ରଖି ଜଣେ ଚାଷୀ ଖରାଦିନେ କୋବି, ଆଉ ଶୀତଦିନେ ପୋଟଳ ଅମଳ କରି ନିଜର ଆର୍ଥିକ ଅବସ୍ଥାରେ ଢେର ଉନ୍ନତି ଆଣିପାରିଛନ୍ତି । ଏଭଳି ବ୍ୟକ୍ତି ଜଣଙ୍କ ହେଲେ ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଅଂଚଳର ଯୁବ ଚାଷୀ ଭାସ୍କର ରାଉତ । ଉଚ୍ଚ ଶିକ୍ଷିତ ଭାସ୍କର ଚାଷକୁ ପେଷା ଭାବରେ ଗ୍ରହଣ କରି ସ୍ଵାବଲମ୍ଵୀ ହୋଇ ପାରିଛନ୍ତି......
#ArgusNews #Odisha #Pipili #Potolo #Organic_Farming #Good_News