#ଡହ_ଡହ_ଖରା...
#ଡହଳ_ବିକଳ_ମଣିଷ..
ଏଠି ମଣିଷ ତ ମଣିଷ.. ପଶୁ ପକ୍ଷୀଙ୍କର ବି ତଣ୍ଟି ଶୁଖିଯାଉଛି । କିନ୍ତୁ ପକ୍ଷୀର ଭାଷା ଜାଣୁନଥିବା ପିଲାଟି ବୁଝିଛି ପକ୍ଷୀ ମନର କଥା । ପକ୍ଷୀ ତୃଷାର୍ତ୍ତ ଥିବା ମନେ କରି ବଢାଇ ଦେଉଛି ଚାମଚରେ ପାଣି...
#ArgusNews #ViralVideo #DrinkingWaterforBirds #Birds #HelpingHand