ରାମକୋ ପାଇଁ ଚାଲିଛି ମୋରମ ଚୋରି....ଆଉ ରାମକୋ ପାଇଁ ଜିଲ୍ଲାପ୍ରଶାସନ ମୁହଁରେ ତୁଣ୍ଡି....ଦେଖି ନଦେଖିଲା ପରି ରହୁଛି ପ୍ରଶାସନ..ଦର୍ପଣ ତହସିଲଦାର ବର୍ଣ୍ଣେନ୍ଦୁ ମହାନ୍ତି କହୁଛନ୍ତି ସେମିତି କିଛି ହେଉନାହିଁ
#ArgusNews #Jajpur #MinesLoot #Matantara
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app