ଆନ୍ଧ୍ର ନିର୍ବାଚନ ପାଇଁ ଧସେଇ ପଶିଲା ପ୍ରଚାର ଗାଡି ତାହା ପୁଣି ଓଡ଼ିଶାର ବିଭିନ୍ନ ଗାଁରେ ....
Fri, Feb 12 | 3:21 p.m.
ଆନ୍ଧ୍ର ନିର୍ବାଚନ ପାଇଁ ଧସେଇ ପଶିଲା ପ୍ରଚାର ଗାଡି ତାହା ପୁଣି ଓଡ଼ିଶାର ବିଭିନ୍ନ ଗାଁରେ। ଆଗାମୀ 13 ତାରିଖରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଓଡ଼ିଶାରର ସୀମାନ୍ତ କୋରାପୁଟର କୋଟିଆଠୁ ଆରମ୍ଭ କରି ଗଜପତି, ରାୟଗଡା, ଗଞ୍ଜାମ ପ୍ରତ୍ୟେକଟି ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳ ବାସୀଙ୍କ ନିକଟରେ ରହିଛି ଆନ୍ଧ୍ରର ଭୋଟର ପ୍ରମାଣ ପତ୍ର ...
#ArgusNews #AdhraPradesh