ମାହାଙ୍ଗାରେ ବଢୁଛି ରାଜନୈତିକ ହତ୍ୟା....ବଳି ପଡୁଛନ୍ତି ମାହାଙ୍ଗା ମାଟିର ପୁଅ.....ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବାରେ ଲାଗିଛି ମାହାଙ୍ଗାରେ । ମାହାଙ୍ଗାରେ ଶାନ୍ତି ଫେରାଇ ଆଣିବା ପାଇଁ ଆସନ୍ତା 18 ତାରିଖରୁ ଆରମ୍ଭ ହେବ ସଦଭାବନା ଯାତ୍ରା । ନେମାଳ ପୀଠରୁ ଏହି ପଦଯାତ୍ରା ଆରମ୍ଭ 21 ତାରିଖରେ ଶେଷ ହେବ ଛତିଆରେ । ଆଉ ଏହି ପଦଯାତ୍ରାରେ ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହେବାପାଇଁ ଆହ୍ୱାନ କରିଛି ବିଜେପି .....
#ArgusNews #Odisha #Mahanga #BJP #murders
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app